ଛୋଟୀ Chhoṭī

  • ସଂ. ବିଣ. ପୁଂ. (ଛୋ ଧାତୁ=ଛେଦନ କରିବା+ଉଟି ନିପାତନ କିମ୍ବା ଛୁଟ୍ ଧାତୁ+ଇନ୍) — ଧୀବର; କେଉଟ — Fisherman
  • ଦେ. ବିଣ. ସ୍ତ୍ରୀ — ଲେଙ୍ଗଡ଼ୀ (ସ୍ତ୍ରୀ) — Lame (woman)
  • ଦେ. ବି. ସ୍ତ୍ରୀ — ଲେଙ୍ଗଡ଼ୀ ସ୍ତ୍ରୀ — A lame woman