ଛୁଞ୍ଚି Chhun̄chi

  • ଦେ. ବି. (ସଂ. ସୂଚି) — ଲୁଗା ସିଇଁବାର ସରୁ ମୁନିଆଁ କଣ୍ଟା — Needle
  • ଦେ. ବି. (ସଂ. ସୂଚି) — [ଦ୍ର—ଏଥିର ଆଗପାଖ ମୁନିଆଁ ଓ ମୂଳପାଖରେ ସୂତା ଗଳାଇବା ପାଇଁ ଗୋଟିଏ କଣା ଥାଏ।]