ଛୁଞ୍ଚ ଦେବା Chhun̄cha debā
- ଦେ. ବି — (ସଂ. ସେଚନ) ସକାଳୁ ଗୋବରପାଣିରେ ଅଗଣା ଆଦି ଲିପିବା — To wash the courtyard and floor of the house with cowdung-water every morning
- ଦେ. ବି — (ସଂ. ସୂଚନା) ଉଲୁଗୁଣା ଦେବା; ଘଟିଥିବା କୌଣସି ଗୋଟିଏ କଥାକୁ ଦରକାର ବେଳେ ପୁନଃପୁନଃ କହିବା — To allude to a past thing repeatedly
- ପ୍ରାଦେ. (ବାଲେଶ୍ୱର) କ୍ରି — ଖୁଞ୍ଚା ମାରିବା; ସ୍ଥାନେ ସ୍ଥାନେ ଚାଳରୁ ଛଣ ଉଲୁରି ଯାଇଥିବା ସ୍ଥାନରେ କୁଟା ଗୁଞ୍ଜିବା — To put straw at places in the thatch where it has come out