ଛୁଞ୍ଚିଆ Chhun̄chiā

  • ଦେ. ବିଣ (ସଂ. ସୂଚି) — ଛୁଞ୍ଚିପରି ମୁନିଆଁ — Sharp-pointed; needle-pointed
  • ଦେ. ବି — ଆନିକଟର ବା ଏକାଧିକ ନଳା ଥିବା ପୋଲର ଫୁକାରମାନଙ୍କର ମଝିରେ ଥିବା ଅଗଗୋଜିଆ ସ୍ତମ୍ଭର ମୁନିଆଁ ପ୍ରାନ୍ତ — The pointed ends of a pier or masonry-pillar of an anicut or bridge having more than one span
  • ଦେ. ବି — ଛୁଞ୍ଚିଆ ବତା (ଦେଖ) — Chhun̄chiā batā (See)