ଛୁଞ୍ଚପାଣି Chhun̄cha-pāṇi

  • ଦେ. ବି. ପ୍ରତ୍ୟହ ସକାଳେ ଘର ଓ ଅଗଣାଆଦି ଲିପିବାରେ ବ୍ଯବହୃତ ଗୋବରପାଣି — Water mixed with cowdung used in washing the courtyard and mud-floor every morning
  • ଦେ. ବି. ଛୁଞ୍ଚପାଣି ହାତ ଧୋଇବାକୁ ବେଳ ନାହିଁ। ଫକୀରମୋହନ, ଛମାଣଆଠଗୁଣ୍ଠ।