ଛୁଞ୍ଚପତ୍ର Chhun̄cha-patra
- ଦେ. ବି — ଛିଞ୍ଚିପତ୍ର (ଦେଖ) — Chhin̄chi-patra (See)
- ଦେ. ବି — ଭାତଥାଳି ପାଖେ ଲୁଣଆଦି ବାଢ଼ିବା ନିମନ୍ତେ ନାନା କୌଶଳରେ କଟା ଯାଇଥିବା ଗୋଲ କଦଳୀପତ୍ରଖଣ୍ଡ — A circular piece of plantain leaf cut into various artistic designs for serving salt near a plate of rice