ଛିଡ଼୍କା Chhiṟḍ̠-kā

  • ଦେ. ବି. (ସଂ. କ୍ଷିପ୍ତ+କୃ ଧାତୁ; ପ୍ରା. ଛିତ୍ତ) — ଛିଟା — Spurting; splashing
  • ଦେ. ବି. (ସଂ. କ୍ଷିପ୍ତ+କୃ ଧାତୁ; ପ୍ରା. ଛିତ୍ତ) — ଛଟା ହୋଇଥିବା ବିନ୍ଦୁ — Splashed spots