ଛିଡ଼ିବା Chhiṟḍ̠ibā
- ଦେ. କ୍ରି. (ସଂ. ଛିଦ୍ ଧାତୁ) — ଛିନ୍ନ ହେବା — To be cut off; to be cut asunder; to be split
- ଦେ. କ୍ରି. (ସଂ. ଛିଦ୍ ଧାତୁ) — କର ହୃଦୟ ଶିର ଛିଡ଼ି, ପଡ଼ିଲେ ମହୀତଳେ ମାଡ଼ି। ଜଗନ୍ନାଥ, ଭାଗବତ।
- ଦେ. କ୍ରି. (ସଂ. ଛିଦ୍ ଧାତୁ) — ଚିରି ଯିବା — To be torne
- ଦେ. କ୍ରି. (ସଂ. ଛିଦ୍ ଧାତୁ) — ପଥ ସଂକୀର୍ଣ୍ଣ କଣ୍ଟାବନ, ପଶନ୍ତେ ଛିଡ଼ଇ ବସନ। ଭୂପତି, ପ୍ରେମପଞ୍ଚାମୃତ।
- ଦେ. କ୍ରି. (ସଂ. ଛିଦ୍ ଧାତୁ) — ବିଚ୍ଛିନ୍ନ ବା ପୃଥକ୍ ହେବା; ସ୍ଥାନଭ୍ରଷ୍ଟ ହେବା; ଗ୍ରଥନ— ଚ୍ୟୁତ ହେବା — To be separated from the proper place
- ଦେ. କ୍ରି. (ସଂ. ଛିଦ୍ ଧାତୁ) — ଛିଡ଼ି ମୋତିମାଳ ଦିଶେ କି ଚଞ୍ଚଳ କି ସେ ବକପନ୍ତି ପରି। କବିସୂର୍ଯ୍ୟ, ସଙ୍ଗୀତ।
- ଦେ. କ୍ରି. (ସଂ. ଛିଦ୍ ଧାତୁ) — (ବିବାଦ, ମକଦମା, ହିସାବ) ମୀମାଂସା ହେବା; ନିଷ୍ପତ୍ତି ହେବା; ତୁଟିଯିବା — To be settled
- ଦେ. କ୍ରି. (ସଂ. ଛିଦ୍ ଧାତୁ) — (ଯଥା—ବର୍ଷେହେଲା ଚଳୁଥିବା ମକଦମାଟି ଆଜି ଛିଡ଼ିଗଲା।)
- ଦେ. କ୍ରି. (ସଂ. ଛିଦ୍ ଧାତୁ) — ତଳକୁ ଖସି ପଡ଼ିବା — To drop down
- ଦେ. କ୍ରି. (ସଂ. ଛିଦ୍ ଧାତୁ) — (ଯଥା—ଆଜି ଦିପହର ଗରମରେ ସ୍ୱର୍ଗରୁ ନିଆଁ ଛିଡ଼ୁଛି।)
- ଦେ. କ୍ରି. (ସଂ. ଛିଦ୍ ଧାତୁ) — ଦୁଧ ଫାଟି ଯାଇ ଜଳୀୟ ଅଂଶ ଓ ଛେନା ପୃଥକ୍ ହେବା — To curdle (said of milk separated into water and cheese.)
- ଦେ. କ୍ରି. (ସଂ. ଛିଦ୍ ଧାତୁ) — (ଯଥା—ଖଟା ପଡ଼ିବାରୁ ଦୁଧ ଛିଡ଼ିଗଲା।)