ଛିଡ଼୍କିବା Chhiṟḍ̠-kibā

  • ଦେ. କ୍ରି — ବହୁଦୂରକୁ ବେଗ ସହିତ ଚମକିବା — To shoot forth to a distance
  • ଦେ. କ୍ରି — ତିର୍ଯ୍ୟକ୍ଭାବରେ ବିନ୍ଦୁ ବିନ୍ଦୁ ହୋଇ କ୍ଷିପ୍ତ ହେବା — To be splashed or spluttered
  • ଦେ. କ୍ରି — [ଦ୍ର—ଏ କ୍ରିୟାର ଅସମାପିକାରୂପ ସଙ୍ଗେ ପଡ଼ିବା, ଯିବା କ୍ରିୟାର ସମାପିକାରୂପ ଯୁକ୍ତ ହୁଏ।]