ଛିଡ଼ି ପଡ଼ିବା Chhiṟḍ̠i paṟḍ̠ibā

  • ଦେ. କ୍ରି (ସଂ. ଛିଦ୍ ଧାତୁ; ଛିନ୍ନ) — ସ୍ଥାନଭ୍ରଷ୍ଟ ହୋଇ ଉପରୁ ତଳକୁ ଖସିବା — To drop down
  • ଦେ. କ୍ରି (ସଂ. ଛିଦ୍ ଧାତୁ; ଛିନ୍ନ) — ଗଙ୍ଗଶିଉଳି ଫୁଲକଢ଼ି ଗୋବିନ୍ଦ ହୃଦମାଳ ଯୋଡ଼ି ସେଠାରେ ଛିଡ଼ି ପଡ଼ିଥିଲା ସଲଜ୍ଜଲୋଚନା ପାଇଲା। ଭୂପତି, ପ୍ରେମପଞ୍ଚାମୃତ।
  • ଦେ. କ୍ରି (ସଂ. ଛିଦ୍ ଧାତୁ; ଛିନ୍ନ) — ସୂକ୍ଷ୍ମତର ହେବା — To become more slender
  • ଦେ. କ୍ରି (ସଂ. ଛିଦ୍ ଧାତୁ; ଛିନ୍ନ) — (ଯଥା—ଶରତ୍ କାଳରେ ନଈଧାର ଛିଡ଼ି ପଡ଼ିଲାଣି।)
  • ଦେ. କ୍ରି (ସଂ. ଛିଦ୍ ଧାତୁ; ଛିନ୍ନ) — (ଛିଣ୍ଡିପଡ଼ିବା—ଅନ୍ଯରୂପ)
  • ଦେ. କ୍ରି (ସଂ. ଛିଦ୍ ଧାତୁ; ଛିନ୍ନ) — (ଲକ୍ଷଣାର୍ଥ) ଗର୍ବ ବା ଅହଂକାରର ଆତିଶଯ୍ଯ ଦେଖାଇ ହେବା — (figurative) To exhibit too much pride
  • ଦେ. କ୍ରି (ସଂ. ଛିଦ୍ ଧାତୁ; ଛିନ୍ନ) — (ଯଥା—ପୁଅ ବଡ଼ ଚାକିରି ପାଇବାରୁ ମାଆ ଗର୍ବରେ ଛିଡ଼ି ପଡ଼ୁଛି।)