ଛିଣ୍ଡା Chhiṇḍā
- ଦେ. ବି. (ସଂ. ଛିଦ ଧାତୁ) — ଛିଡ଼ିବା — Tearing
- ଦେ. ବି. (ସଂ. ଛିଦ ଧାତୁ) — ଛିଣ୍ଡାଇବା — Plucking
- ଦେ. ବି. (ସଂ. ଛିଦ ଧାତୁ) — ନଖାଦିଜନିତ କ୍ଷତଚିହ୍ନ — Scratching marks
- ଦେ. ବି. (ସଂ. ଛିଦ ଧାତୁ) — ନଈବଢ଼ି ଛାଡ଼ି ଗଲେ ନଦୀଶଯ୍ଯାରେ ଯେଉଁ ସ୍ଥାନ— ମାନଙ୍କର ପାଣି ରହି ଯାଏ — Pools of water left in the river bed after the subsidence of flood
- ଦେ. ବି. (ସଂ. ଛିଦ ଧାତୁ) — ସ୍ରୋତସ୍ୱତୀର ଅଗଭୀର ଅଂଶ — Shallow portion of a flowing river
- ବିଣ — ଛିନ୍ନ, ବିଦୀର୍ଣ୍ଣ; ଫଟା — Torne
- ବିଣ — (ଯଥା—ଛଣ୍ଡା ଲୁଗା; ଛିଣ୍ଡା କନା।)
- ବିଣ — (ଅନ୍ଯ ଶବ୍ଦ ସଙ୍ଗେ ଲାଗେ, ଯଥା—ମରମଛିଣ୍ଡାକଥା) ବିଦୀର୍ଣ୍ଣକାରୀ; ଭେଦକ — 3. Piercing