ଛିନ୍ନା Chhinnā
- ସଂ. ବିଣ. ସ୍ତ୍ରୀ—(ଛିନ୍ନ+ସ୍ତ୍ରୀ. ଆ) — ଛିନ୍ନର ସ୍ତ୍ରୀଲିଙ୍ଗ — Feminine of Chhinna
- ସଂ. ବି. ସ୍ତ୍ରୀ — ବେଶ୍ୟା — Harlot; prositute
- ସଂ. ବି. ସ୍ତ୍ରୀ — ନଷ୍ଟା ବା ଭ୍ରଷ୍ଟା ସ୍ତ୍ରୀ; ଛିଣ୍ଡାଳ — Strumpet; coquette; adulteress
- ସଂ. ବି. ସ୍ତ୍ରୀ — ଗୁଡ଼ୁଚୀ; ଗୁଳୁଚି ଲତା; ଗୁଳୁଚି (ଦେଖ) — A medicinal creeper; Guḻuchi (See)