ଛିନ୍ନଶ୍ୱାସ Chhinna-ṡwāsa

  • ସଂ. ବି—(ଏଥିରେ ସମୟେ ସମୟେ ଶ୍ୱାସଗତି ବନ୍ଦ ହେବା ପରି ଜଣା ଯାଉଥିବାରୁ) — ଶ୍ୱାସରୋଗ— ବିଶେଷ; ଧଇଁ ରୋଗ — Asthma
  • ସଂ. ବି—(ଏଥିରେ ସମୟେ ସମୟେ ଶ୍ୱାସଗତି ବନ୍ଦ ହେବା ପରି ଜଣା ଯାଉଥିବାରୁ) — [ଦ୍ର—ଏଥିରେ ରୋଗୀର ପେଟ ଫୁଲେ, ଝାଳ ବହେ, ଶ୍ୱାସରୁଦ୍ଧ ହୁଏ, ଶରୀରର ବର୍ଣ୍ଣ ବଦଳି ଯାଏ—ହି. ଶବ୍ଦସାଗର।]