ଛିନ୍ନମସ୍ତା Chhinna-mastā

  • ସଂ. ବିଣ. ସ୍ତ୍ରୀ (ବହୁବ୍ରୀହି, ଛିନ୍ନ+ମସ୍ତ= ମସ୍ତକ+ସ୍ତ୍ରୀ. ଆ) — ଯେଉଁ ସ୍ତ୍ରୀର ମୁଣ୍ଡ କଟା ହୋଇ ଅଛି; ମସ୍ତକହୀନା — Decapitated; having her head cut off
  • ସଂ. ବି. ସ୍ତ୍ରୀ — ତନ୍ତ୍ରୋକ୍ତ ଦଶ ମହାବିଦ୍ୟା ଅନ୍ତର୍ଗତ 6 ଷ୍ଠ ମହା— ବିଦ୍ୟା; ଦୁର୍ଗାଙ୍କର ରୁଦ୍ରଚଣ୍ଡିକା ବା ମସ୍ତକହୀନା ମୂର୍ତ୍ତି। — ତନ୍ତ୍ରୋକ୍ତ ଦଶ ମହାବିଦ୍ୟା ଅନ୍ତର୍ଗତ6ଷ୍ଠ ମହା— ବିଦ୍ୟା; ଦୁର୍ଗାଙ୍କର ରୁଦ୍ରଚଣ୍ଡିକା ବା ମସ୍ତକହୀନା ମୂର୍ତ୍ତି
  • ସଂ. ବି. ସ୍ତ୍ରୀ — [ଦ୍ର—ତନ୍ତ୍ର ଅନୁସାରେ ଏହାଙ୍କ ରୂପ—ଆପଣା ହାତରେ ଆପଣା ମୁଣ୍ଡ କାଟି ତାହାକୁ ବାମ ହସ୍ତରେ ଧରିଛନ୍ତି; କଟା ହୋଇଥିବା ବେକରୁ ଉଠୁଥିବା ରକ୍ତର ଝର ସେହି କଟା ମୁଣ୍ଡର ପାଟିରେ ପଡ଼ୁଅଛି ଓ ସେ କଟା ମୁଣ୍ଡଟି ଉକ୍ତ ରକ୍ତଯାକ ପାନ କରୁଅଛି। (ଦଶ ମହାବିଦ୍ୟା ଦେଖ) — An incarnation (out of 10) of Goddess Durgā in her most wrathful or ferocious form, represented by a headless trunk held with the left hand, the blood issusing out of the neck of the trunk falling into the mouth of the decapitated head held in the hand Deity