ଛିନ୍ନାଇବା Chhinnāibā

  • ଦେ. କ୍ରି. (ସଂ. ଛିଦ ଧାତୁ) — ଛିଣ୍ଡାଇବା; କାଟିଦେବା — To cut off
  • ଦେ. କ୍ରି. (ସଂ. ଛିଦ ଧାତୁ) — ସେହି କୁମର ଚାମର ଛିନ୍ନାଇବ, ଭଣିଲା ରଭସେ— ଉପେନ୍ଦ୍ରଭଞ୍ଜ, କୋଟୀବ୍ରହ୍ମାଣ୍ଡସୁନ୍ଦରୀ।