ଛିନ୍ନମସ୍ତକ Chhinna-mastaka

  • ସଂ. ବି. (କର୍ମଧା, ଛିନ୍ନ+ ମସ୍ତକ) — କଟା ହୋଇ ଗଣ୍ଡିରୁ ବିଚ୍ଛିନ୍ନ ହୋଇଥିବା ମୁଣ୍ଡ — A head separated from the body
  • ସଂ. ବିଣ. ପୁଂ (ବହୁବ୍ରୀହି) — ନିର୍ମୁଣ୍ଡ; ମସ୍ତକହୀନ — Decapitated