ଛାମୁରୁ Chhāmuru

  • ଦେ. ଅ — ଶ୍ରୀହଜୁରରୁ — From his royal highness
  • ଦେ. ଅ — ଆପଣଙ୍କଠାରୁ — From you
  • ଦେ. ଅ — ଆପଣଙ୍କ ନିକଟରୁ — From your side
  • ଦେ. ଅ — (ଯଥା—ଛାମୁରୁ ବିଦାୟ ହେଉଅଛି।)
  • ଦେ. ଅ — ଧର୍ମଙ୍କ ଛାମୁରୁ ପାର୍ଥ ଘେନିଣ ମେଲାଣି—ରାଧାନାଥ, କବିତାବଳି।