ଛାମୁଦାନ୍ତୁରା Chhāmudānturā

  • ଦେ. ବିଣ. ପୁଂ — ଯେଉଁ ବ୍ଯକ୍ତିର ଛାମୁଦାନ୍ତମାନ ବଡ଼ ବଡ଼ ହୋଇ ଆଗକୁ ଫୁଟି ଦିଶୁଥାଏ — (a person) Having the front teeth projecting beyond the lips