ଛାମୁର Chhāmura

  • ଦେ. (ପଦ୍ଯ) ଅ — ଆଗରେ — In front
  • ଦେ. (ପଦ୍ଯ) ଅ — ଅପରେ ଯେତେ ଉପଚାର, ସ୍ଥାପିବ ବିଷ୍ଣୁର ଛାମୁର— ଜଗନ୍ନାଥ, ଭାଗବତ।