ଛାମୁଦାନ୍ତ Chhāmudānta
- ଦେ. ବି. (ସଂ. ସମ୍ମୁଖ+ଦାନ୍ତ) — ପାଟିର ସମ୍ମୁଖରେ ଥିବା ଦାନ୍ତ; ଆଗଦାନ୍ତ — Front tooth; incisor (teeth)
- ଦେ. ବି. (ସଂ. ସମ୍ମୁଖ+ଦାନ୍ତ) — ଚମ୍ପାର ଛାମୁଦାନ୍ତ ଦୁଇଗୋଟି ବାହାଡ଼ା ହୋଇ x x x ପର୍ବତଶୃଙ୍ଗ ପରି ଟେକି ରହିଥିବାରୁ ସେ ଶିଖରିଦଶନା— ଫକୀରମୋହନ, ଛମାଣଆଠଗୁଣ୍ଠ।