ଛାମୁରେ ହେବା Chhāmure hebā

  • ଦେ. କ୍ରି — ନିକଟରେ ବା ସମ୍ମୁଖରେ ଉପସ୍ଥିତ ହେବା — To reach the presence of
  • ଦେ. କ୍ରି — ଆକାଶରେ ନ ଦେଖିଲେ, ଶରେ ପୀଡ଼ିତ ହୋଇଲେ ଲେଉଟି ତହୁଁ ଅଇଲେ, ଛାମୁରେ ହେଲେ। ବିଶ୍ୱନାଥ, ବିଚିତ୍ରରାମାୟଣ।