ଛଖଣ୍ଡି Chhakhaṇḍi

  • ଦେ. ବିଣ. ଓ ବି. — ଛଖଣ୍ଡ (ଦେଖ) — Chhakhaṇḍa (See)
  • ଦେ. ବିଣ. ଓ ବି. — ଛୁଇଁବେ ନାହିଁ ତୋତେ ବୋଲିବେ ମଡ଼ା, ଛଖଣ୍ଡି କାଠ ହେବ ତୋ ପାଇଁ ଲୋଡ଼ା। ମନବୋଧ ଚଉତିଶା।