ଛକୋଣି Chhakoṇi

  • ଦେ. ବିଣ. (ସଂ. ଷଟ୍+କୋଣ) — ଛଅକୋଣବିଶିଷ୍ଟ (କ୍ଷେତ୍ର) — Hexagonal (figure)
  • ଦେ. ବିଣ. — ଛଅକୋଣିଆବିଶିଷ୍ଟ କ୍ଷେତ୍ର — Hexagon