ଛକି Chhaki

  • ଦେ. ବି. (ଚତୁଷ୍କ; ଚତୁଷ୍ପଥ) — ଚତୁଷ୍ପଥ — Meeting of cross road
  • ଦେ. ବି. (ଚତୁଷ୍କ; ଚତୁଷ୍ପଥ) — ଦୁଇ ରେଖା ପରସ୍ପରକୁ କାଟିବାର ଚିହ୍ନ; ଯୁକ୍ତ ଚିହ୍ନ — Cross-mark
  • ଦେ. ବି. (ଚତୁଷ୍କ; ଚତୁଷ୍ପଥ) — ପ୍ରହାର ଚିହ୍ନ — Marks of beating
  • ଦେ. ବି. (ଚତୁଷ୍କ; ଚତୁଷ୍ପଥ) — ଆକ୍ରମଣ କରିବାପାଇଁ ଶିକାରକୁ ଜଗିବା — Ambush; lying in wait for prey