ଛକିଛାକି Chhakichhāki

  • ଦେ. କ୍ରି. ବିଣ — ଅତି ସତର୍କତା ସହିତ — Very cautiously
  • ଦେ. କ୍ରି. ବିଣ — ଲୁକ୍କାୟିତ ଭାବରେ — Stealthily
  • ଦେ. କ୍ରି. ବିଣ — କୌଶଳକ୍ରମେ — Cunningly
  • ଦେ. କ୍ରି. ବିଣ — [ଦ୍ର—ଛକିବା କ୍ରିୟା ସଙ୍ଗେ ଧ୍ୱନ୍ୟନୁକାରୀ କ୍ରିୟା ଯୁକ୍ତ ହୋଇ ଛକିଛାକିବା ଶବ୍ଦ ନିଷ୍ପନ୍ନ ହେଲା, କିନ୍ତୁ ଛକିଛାକିବା କ୍ରିୟାର ସମାପିକା ରୂପ ସ୍ୱତନ୍ତ୍ର ବ୍ଯବହାର ନ ଥାଇ ଅସମାପିକା ରୂପରେ କ୍ରି. ବିଣ ଅର୍ଥରେ 'ଛକିଛାକି' ବ୍ଯବହୃତ ହୁଏ, ତୁଳନା କର ପୋଛିପାଛି=ନିଃଶେଷ କରି ଦେଖିଦାଖି=ଉତ୍ତମରୂପେ ନିରୀକ୍ଷଣ— ପୂର୍ବକ।]