ଛଗଳ Chhagaḻa
- ସଂ. ବି. ପୁଂ. (ଛୋ ଧାତୁ=ଛେଦନ କରିବା+କର୍ମ. କଳ; ନିପାତନ) — ଛାଗ; ଛେଳି — He goat
- ସଂ. ବି. ପୁଂ. (ଛୋ ଧାତୁ=ଛେଦନ କରିବା+କର୍ମ. କଳ; ନିପାତନ) — ଅତ୍ରିମୁନି — Sage Atri
- ସଂ. ବି. ପୁଂ. (ଛୋ ଧାତୁ=ଛେଦନ କରିବା+କର୍ମ. କଳ; ନିପାତନ) — ଏକପ୍ରକାର ନୀଳବର୍ଣ୍ଣ ବସ୍ତ୍ର — A sort of blue cloth