ଚୋଦନା Chodana

  • ସଂ. ବି ସ୍ତ୍ରୀ (ଚୋଦନ+ସ୍ତ୍ରୀ. ଆ) — ସୋଧନ; ତିରଷ୍କାର — Reproof (M.W.)
  • ସଂ. ବି ସ୍ତ୍ରୀ (ଚୋଦନ+ସ୍ତ୍ରୀ. ଆ) — । ଚୋଦନ (ଦେଖ) — Chodana (See)
  • ଗ୍ରା. ବି. (ଅଶ୍ଳୀଳ) — ମୈଥୁନ — Copulation