ଚୋଦ Choda

  • ସଂ. ବି — ଚାବୁକ; କୋରଡ଼ା (ହି. ଶବ୍ଦସାଗର) — Whip
  • ସଂ. ବି — ଆଗରେ ମୁନିଆ ଲୁହାକଣ୍ଟା ଲାଗିଥିବା ଲମ୍ବ ଯଷ୍ଟି (ହି. ଶବ୍ଦସାଗର) — A long stick with an iron point at the top; goad