ଚୋଦନ Chodana

  • ସଂ. ବି. (ଚୁଦ୍ ଧାତୁ ଣିଚ୍=ଚୋଦି ଧାତୁ+ଅନ) — ବିଧିବାକ୍ୟ; କୌଣସି କାର୍ଯ୍ୟ କରିବା ପାଇଁ ଉପଦେଶ ବାକ୍ୟ — Precept
  • ସଂ. ବି. (ଚୁଦ୍ ଧାତୁ ଣିଚ୍=ଚୋଦି ଧାତୁ+ଅନ) — ପ୍ରେରଣ — Sending
  • ସଂ. ବି. (ଚୁଦ୍ ଧାତୁ ଣିଚ୍=ଚୋଦି ଧାତୁ+ଅନ) — ନିୟୋଜିତ — Employing
  • ସଂ. ବି. (ଚୁଦ୍ ଧାତୁ ଣିଚ୍=ଚୋଦି ଧାତୁ+ଅନ) — ସଂଯୋଗ ଆଦି ସମ୍ବନ୍ଧ ସ୍ଥାପନ ପାଇଁ ପ୍ରଯତ୍ନ — Exertion for bringing about a union
  • ସଂ. ବି. (ଚୁଦ୍ ଧାତୁ ଣିଚ୍=ଚୋଦି ଧାତୁ+ଅନ) — ପ୍ରବର୍ତ୍ତନ — Inducing; impelling
  • ସଂ. ବିଣ — ଚୋଦକ (ଦେଖ) — Chodaka (See)
  • ଗ୍ରା. ବି (ଅଶ୍ଳୀଳ) — ସ୍ତ୍ରୀ ପୁରୁଷଙ୍କ ରତିପ୍ରସଙ୍ଗ; ରମଣ — Cohabitation; copulation