ଚୋଦା Chodā

  • ଗ୍ରା. ବି (ଅଶ୍ଳୀଳ) (ସଂ. ଚୁଦ ଧାତୁ ଣିଚ୍ ଚୋଦି ଧାତୁ= ସଂଯୋଗ ପାଇଁ ଯତ୍ନ କରିବା, ପ୍ରବର୍ତ୍ତାଇବା) — ମୈଥୁନ; ସ୍ତ୍ରୀ ପୁରୁଷ ସଙ୍ଗମ — Cohabitation; copulation
  • ବିଣ. ପୁଂ (ଅଶ୍ଳୀଳ) — ସ୍ତ୍ରୀପ୍ରସଙ୍ଗରେ ଅତିରିକ୍ତ ରୂପେ ରତ — Addicted to excessive copulation
  • ବିଣ. ପୁଂ (ଅଶ୍ଳୀଳ) — କାମାତୁର — Lecherous (male.)
  • ବିଣ. ପୁଂ (ଅଶ୍ଳୀଳ) — (ଗାଳି) ଲମ୍ପଟ; ପରସ୍ତ୍ରୀରତ — Adulterous (male)
  • ବିଣ. ପୁଂ (ଅଶ୍ଳୀଳ) — (ସମାସରେ ବ୍ଯବହୃତ) ଯେ ଅମୁକ ସ୍ତ୍ରୀକୁ ରମଣ କରେ — Cohabiting with such or such a female