ଚୋଦାଇବା Chodāibā
- ଗ୍ରା. କ୍ରି. (ଅଶ୍ଳୀଳ) — (ସ୍ତ୍ରୀ) ଆପଣାକୁ ପୁରୁଷଦ୍ୱାରା ରମିତ କରାଇବା — (a female) To allow one's self to be cohabited by a male
- ଗ୍ରା. କ୍ରି. (ଅଶ୍ଳୀଳ) — (କୌଣସି ପୁରୁଷ) ଆପଣାର ସ୍ତ୍ରୀ ବା ଅନ୍ଯ କୌଣସି ସମ୍ପର୍କୀୟା ସ୍ତ୍ରୀକୁ ଜାରପୁରୁଷ ସହବାସ କରିବାକୁ ଦେବା — (a male) To allow his wife or another woman to have copulation with a paramour