ଚେଷ୍ଟା Cheshṭā

  • ସଂ. ବି. ସ୍ତ୍ରୀ. (ଚେଷ୍ଟ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ପ୍ରୟାସ; ଉଦ୍ଯୋଗ; ଯତ୍ନ — Endeavour; extertion; effort
  • ସଂ. ବି. ସ୍ତ୍ରୀ. (ଚେଷ୍ଟ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — କାୟିକ ବ୍ୟାପାର; ଅଙ୍ଗାଦିର ଗତି — Motion of limbs; bodily movement
  • ସଂ. ବି. ସ୍ତ୍ରୀ. (ଚେଷ୍ଟ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ପରିଶ୍ରମ — Labour
  • ସଂ. ବି. ସ୍ତ୍ରୀ. (ଚେଷ୍ଟ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ଅଭୀଷ୍ଟସାଧକ; ଅନିଷ୍ଟନାଶକ କ୍ରିୟା — Any motion, movement or activity for bringing about the desired result or for evading an injury
  • ସଂ. ବି. ସ୍ତ୍ରୀ. (ଚେଷ୍ଟ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ସାହସ — Courage
  • ସଂ. ବି. ସ୍ତ୍ରୀ. (ଚେଷ୍ଟ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — କର୍ମ; କାର୍ଯ୍ୟ — Act
  • ସଂ. ବି. ସ୍ତ୍ରୀ. (ଚେଷ୍ଟ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ଗଲା ବେଳେ ନାନା ଚେଷ୍ଟା କରି ଗଲେ। କୃଷ୍ଣସିଂହ, ମହାଭାରତ, ଆଦି।
  • ସଂ. ବି. ସ୍ତ୍ରୀ. (ଚେଷ୍ଟ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ମନର ଭାବ ବା ବିଚାର ପ୍ରକଟନକାରୀ ଦୈହିକ ଗତି — Bodily movement which indicates the mover's mental condition
  • ସଂ. ବି. ସ୍ତ୍ରୀ. (ଚେଷ୍ଟ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ପ୍ରେମପାତ୍ର ପତି ପ୍ରେମ ପ୍ରକଟ କରିବାର ନାୟକ— ନାୟିକାଙ୍କ ପ୍ରଯତ୍ନ — A lover's outward indication of love
  • ସଂ. ବି. ସ୍ତ୍ରୀ. (ଚେଷ୍ଟ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ଇଚ୍ଛା; କାମନା (ହି. ଶବ୍ଦସାଗର) — Wish; desire
  • ଦେ. ବି — ଚୈତନ୍ୟ; ଜ୍ଞାନ — Consciousness
  • ଦେ. ବି — ରୀତି; ଢଙ୍ଗ — Manner; mode