ଚେଳିକା Cheḻikā

  • ସଂ. ବି. ସ୍ତ୍ରୀ. (ଚେଳ+ସ୍ୱାର୍ଥେ. କ+ଆ) — ପରିଚ୍ଛଦ; ପୋଷାକ — Garment; clothes
  • ସଂ. ବି. ସ୍ତ୍ରୀ. (ଚେଳ+ସ୍ୱାର୍ଥେ. କ+ଆ) — ପଟ୍ଟବସ୍ତ୍ର; ପାଟଶାଢ଼ୀ — Silken cloth for females