ଚେଲ୍ Chel

  • ଦେ. ବି. (ହି. ଚଲ୍) — ଚଲ୍ (ଦେଖ) — Chal (See)
  • ଦେ. ବି. (ହି. ଚଲ୍) — ମହନ୍ତ ମହାରାଜ ଖାଲି ଏତିକି କହିଲେ, ହୁଁ—ଚେଲ୍—ବାବା କାନ୍ଥଡ଼ା! ଚେଲ୍—ଫକୀରମୋହନ, ଗଳ୍ପସ୍ୱଳ୍ପ।