ଚେଷ୍ଟମାନ Cheshṭamāna

  • ସଂ. ବିଣ. ପୁଂ. (ଚେଷ୍ଟ ଧାତୁ+କର୍ତ୍ତୃ. ଶାନଚ୍) — ଯେ ଚେଷ୍ଟା କରୁଅଛି; ଉଦ୍ଯୋଗୀ — Endeavouring; exerting
  • ସଂ. ବିଣ. ପୁଂ. (ଚେଷ୍ଟ ଧାତୁ+କର୍ତ୍ତୃ. ଶାନଚ୍) — ଚଳତ୍; ଚାଲୁଥିବା — Moving