ଚେଳ Cheḻa

  • ସଂ. ବି. (ଚିଳ୍ ଧାତୁ=ପିନ୍ଧିବା+କର୍ମ. ଅ) — ବସ୍ତ୍ର — Cloth; garment
  • ସଂ. ବି. (ଚିଳ୍ ଧାତୁ=ପିନ୍ଧିବା+କର୍ମ. ଅ) — ପୋଷାକ — Apparel; dress
  • ସଂ. ବି. (ଚିଳ୍ ଧାତୁ=ପିନ୍ଧିବା+କର୍ମ. ଅ) — ପଟ୍ଟବସ୍ତ୍ର — Silk cloth
  • ସଂ. ବିଣ. (+କର୍ତ୍ତୃ. ଅ) — ଅଧମ; କୁତ୍ସିତ — Inferior; mean