ଚେହେଁକା Cheheñkā

  • ଦେ. ବି. (ସଂ. ଚମତ୍କୃତ; ପ୍ରା. ଚମଁକି; ଚବଁକି) — ଚମକ; ଭୟରେ ଚମକିବା — Wincing; startling
  • ଦେ. ବି. (ସଂ. ଚମତ୍କୃତ; ପ୍ରା. ଚମଁକି; ଚବଁକି) — ଚେଙ୍ଗା (ଦେଖ) — Cheṅgā (See)
  • ଦେ. ବିଣ — ଚେଙ୍ଗା (ଦେଖ) — Cheṅgā (See)