ଚେଷ୍ଟିତ Cheshṭita

  • ସଂ. ବିଣ. (ଚେଷ୍ଟା ଧାତୁ+କର୍ତ୍ତୃ. ତ) — ସଚେଷ୍ଟ — Exerting; active; endeavouring
  • ସଂ. ବିଣ. (ଚେଷ୍ଟା ଧାତୁ+କର୍ତ୍ତୃ. ତ) — (+କର୍ମ. ତ) ଯେଉଁ ବିଷୟ ପାଇଁ ଚେଷ୍ଟା କରାଯାଇ ଅଛି — Persued; sought after; laboured for
  • ସଂ. ବି. (ଚେଷ୍ଟ୍ ଧାତୁ+ଭାବ. ତ) — ଉଦ୍ୟମ — Exertion
  • ସଂ. ବି. (ଚେଷ୍ଟ୍ ଧାତୁ+ଭାବ. ତ) — କର୍ମ — Action
  • ସଂ. ବି. (ଚେଷ୍ଟ୍ ଧାତୁ+ଭାବ. ତ) — ଗତି — Motion