ଚୂଲିକା Chūḻikā

  • ସଂ. ବି. (ଚୂଳକ+ଆ) — ଚୂଳକ (ଦେଖ) — Chūḻaka (See)
  • ସଂ. ବି. (ଚୂଳକ+ଆ) — ନାଟକର ଅଙ୍ଗବିଶେଷ, ଯହିଁରେ ନେପଥ୍ୟରୁ କୌଣସି ଘଟନାର ସୂଚନା ଦିଆଯାଏ; ନାଟ୍ୟାଙ୍ଗବିଶେଷ — A part of a drama in which indication of some event is given from behind the scene
  • ସଂ. ବି. (ଚୂଳକ+ଆ) — [ଦ୍ର—ସଂସ୍କୃତ ନାଟକର ନିୟମ ଅନୁସାରେ ରଙ୍ଗମଞ୍ଚରେ ଯୁଦ୍ଧ, ମୃତ୍ୟୁ ଓ ହତ୍ୟାଦିର ଅଭିନୟ କରିବା ନିଷିଦ୍ଧ; ଏଥିପାଇଁ ଏ ବିଷୟମାନଙ୍କର ସୂଚନା ନେପଥ୍ୟରୁ କରାଯାଏ। ବୀରଚରିତ ନାମକ ସଂସ୍କୃତ ନାଟକରେ ରାମ ଓ ପରଶୁରାମଙ୍କ ଯୁଦ୍ଧ ଓ ରାମଚନ୍ଦ୍ରଙ୍କ ବିଜୟ ବିଷୟରେ ଏବଂଭୂତ ସୂଚନା ଅଛି—ହି. ଶବ୍ଦସାଗର।]
  • ସଂ. ବି. (ଚୂଳକ+ଆ) — ହସ୍ତୀର କର୍ଣ୍ଣମୂଳ; ହାତୀର କାନମୁଣ୍ଡା — The root of an elephant's ear
  • ସଂ. ବି. (ଚୂଳକ+ଆ) — ଚୂଡ଼ା (ଦେଖ) — Chūṟḍ̠ā (See)