ଚୂର୍ଣ୍ଣୀଭୂତ Chūrṇṇībhūta
- ସଂ. ବିଣ. (ଚୂର୍ଣ୍ଣ+ଅଭୂତ ତଭାବେ ଚ୍ୱି+ଭୂତ) — ଯାହା ପୂର୍ବେ ଚୂନା ହୋଇ ନ ଥିଲା, ବର୍ତ୍ତମାନ ଚୂନା ହୋଇଅଛି; ଗୁଣ୍ଡା ହୋଇଥିବା — Turned into powder; pulverised
- ସଂ. ବିଣ. (ଚୂର୍ଣ୍ଣ+ଅଭୂତ ତଭାବେ ଚ୍ୱି+ଭୂତ) — ସମ୍ପୂର୍ଣ୍ଣରୂପେ ଧ୍ୱଂସପ୍ରାପ୍ତ; ବିଧ୍ୱସ୍ତ — Completely destroyed or ruined