ଚୂର୍ଣ୍ଣୀ Chūrṇṇī
- ସଂ. ବି. (ଚୂର୍ଣ୍ଣ ଧାତୁ+ କର୍ମ. ଇ; ଇ ସ୍ଥାନରେ ଈ ଆଦେଶ) — ସଂସ୍କୃତ ପାଣିନି ବ୍ୟାକରଣର ପାତଞ୍ଜଳ ଭାଷ୍ୟ — The learned commentary of Patan̄jaḻi on the Sanskrit Grammar of Pāṇini
- ସଂ. ବି. (ଚୂର୍ଣ୍ଣ ଧାତୁ+ କର୍ମ. ଇ; ଇ ସ୍ଥାନରେ ଈ ଆଦେଶ) — ଭାରତରେ ପୂର୍ବେ ପ୍ରଚଳିତ ଶହେ କଉଡ଼ି ମୂଲ୍ୟର ମୁଦ୍ରା— ବିଶେଷ — An ancient Indian coin equal in price to 100 cowrise
- ସଂ. ବି. (ଚୂର୍ଣ୍ଣ ଧାତୁ+ କର୍ମ. ଇ; ଇ ସ୍ଥାନରେ ଈ ଆଦେଶ) — ବଙ୍ଗଦେଶର ପ୍ରସିଦ୍ଧ ନଦୀବିଶେଷ — Name of a river in Bengal
- ସଂ. ବି. (ଚୂର୍ଣ୍ଣ ଧାତୁ+ କର୍ମ. ଇ; ଇ ସ୍ଥାନରେ ଈ ଆଦେଶ) — କାର୍ଷାପଣ; ମୁଦ୍ରା ରୂପେ ପୂର୍ବେ ଚଳୁଥିବା ଏକ କାହାଣ କଉଡ଼ି (ହି. ଶବ୍ଦସାଗର) — 180 bits of small sea-shells formerly used as a standard of currency in India
- ସଂ. ବି. (ଚୂର୍ଣ୍ଣ ଧାତୁ+ କର୍ମ. ଇ; ଇ ସ୍ଥାନରେ ଈ ଆଦେଶ) — ଏକ ପ୍ରାଚୀନ ନଦୀର ନାମ (ହି. ଶବ୍ଦସାଗର) — Name of a river in ancient India