ଚୂଳି Chūḻi
- ଦେ. ବି. (ସଂ. ଚୂଳ)—କଠଉର ଆଗ ପାଖରେ ଛିଦ୍ର ହୋଇ ତହିଁରେ ଠିଆ ବାଗରେ ମରିଥିବା ଛତ୍ରାଗ୍ର କାଷ୍ଠଖଣ୍ଡ (ଏହାକୁ ବୁଢ଼ାଆଙ୍ଗୁଠି ଓ ବିଶିଆଙ୍ଗୁଠିର ସନ୍ଧିରେ ରଖି ଲୋକେ କଠଉ ମାଡ଼ନ୍ତି — A button-topped peg driven into the upper front of wooden sandals (which is thrust into the interstics of the toe and second finger of the leg while walking
- ଦେ. ବି. ପାହାଡ଼ର ଗୋଜିଆ ଶିଖର — Conical peak of a hill