ଚୂଳକ Chūḻaka

  • ସଂ. ବି. (ଚୂଳ+ସ୍ୱାର୍ଥେ. କ) — ଚୂଳ (ଦେଖ) — Chūḻa (See)
  • ସଂ. ବି. (ଚୂଳ+ସ୍ୱାର୍ଥେ. କ) — ଏକ ପ୍ରକାର ପାର୍ବତ୍ୟ ସିଝୁ — A kind of mountain-cactus
  • ସଂ. ବି. (ଚୂଳ+ସ୍ୱାର୍ଥେ. କ) — [ଦ୍ର—ଏ ଗଛ ହିମାଳୟରେ ଦକ୍ଷିଣଭାଗ ଓ ପଞ୍ଜାବର କେତେକ ଜିଲ୍ଲାରେ ଦେଖାଯାଏ। ଏଥିର କ୍ଷୀରରେ ଗଟପର୍ଚାର ଅଂଶ ଅଧିକ ଥାଏ। ଏ କ୍ଷୀର ଆଖିର ଅନିଷ୍ଟକାରକ। ତଟକା କ୍ଷୀର ସୁଗନ୍ଧ। ବାସ କ୍ଷୀର ଦେହରେ ଲାଗିଲେ ଦେହରୁ ଛାଲ ଉଠିଯାଏ— ହି. ଶବ୍ଦସାଗର]