ଚୂରାଳି Churāḻi

  • ଦେ. ବି. ପୁଂ ଓ ସ୍ତ୍ରୀ — ଯେଉଁ ବ୍ଯକ୍ତି କୌଣସି ଦ୍ରବ୍ୟକୁ ଚୂରେ ବା ପେଷେ — A person who grinds or pounds some thing; a grinder
  • ଦେ. ବି. ପୁଂ ଓ ସ୍ତ୍ରୀ — (ଯଥା—ଗହମ ଚୂରାଳି।)