ଚୂର୍ଣ୍ଣ Chūrṇṇa
- ସଂ. ବି. (ଚୂର୍ଣ୍ଣ ଧାତୁ=ଗୁଣ୍ଡା କରିବା+କର୍ମ. ଅ) — ଚୂନା; ଗୁଣ୍ଡା — Powder
- ସଂ. ବି. (ଚୂର୍ଣ୍ଣ ଧାତୁ=ଗୁଣ୍ଡା କରିବା+କର୍ମ. ଅ) — ପଥର ଓ ଶିପ ପୋଡ଼ି ବାହାର କରିବା ଚୂନ — Slaked lime; burnt lime
- ସଂ. ବି. (ଚୂର୍ଣ୍ଣ ଧାତୁ=ଗୁଣ୍ଡା କରିବା+କର୍ମ. ଅ) — ସୁଗନ୍ଧି ଧୂଳି — Fragrant powder; toilet powder
- ସଂ. ବି. (ଚୂର୍ଣ୍ଣ ଧାତୁ=ଗୁଣ୍ଡା କରିବା+କର୍ମ. ଅ) — ଅବିର — A red powder used in the spring-festival for sprinking in sport
- ସଂ. ବି. (ଚୂର୍ଣ୍ଣ ଧାତୁ=ଗୁଣ୍ଡା କରିବା+କର୍ମ. ଅ) — ଅଟା; ମଇଦା; ଛତୁଆ — Barley-meal; corn-flour
- ସଂ. ବି. (ଚୂର୍ଣ୍ଣ ଧାତୁ=ଗୁଣ୍ଡା କରିବା+କର୍ମ. ଅ) — ଧୂଳି (ହି. ଶବ୍ଦସାଗର) — Dust
- ସଂ. ବି. (ଚୂର୍ଣ୍ଣ ଧାତୁ=ଗୁଣ୍ଡା କରିବା+କର୍ମ. ଅ) — କପର୍ଧକ; କଉଡ଼ି (ହି. ଶବ୍ଦସାଗର) — Small sea-shell
- ସଂ. ବି. (ଚୂର୍ଣ୍ଣ ଧାତୁ=ଗୁଣ୍ଡା କରିବା+କର୍ମ. ଅ) — ଅଙ୍ଗଭଙ୍ଗୀ — Artistic pose of the limbs
- ବିଣ — ଗୁଣ୍ଡା ହୋଇଥିବା — Powdered
- ବିଣ — ନଷ୍ଟ — Destroyed
- ବିଣ — ପିଷ୍ଟ — Pounded
- ବିଣ — କୁଞ୍ଚିତ — Curled