ଚୂର୍ଣ୍ଣକାର Chūrṇṇkāra

  • ସଂ. ବି — ଯେ ଚୂନ ପୋଡ଼େ; ଚୂନରା — A lime burner
  • ସଂ. ବି — ଚୂନ ବ୍ଯବସାୟୀ — A dealer lime
  • ସଂ. ବି — ଯେ ଅଟା ପେଷେ — Corn-grinder
  • ସଂ. ବି — ନଟଜାତୀୟା ସ୍ତ୍ରୀ ଓ ପୁଣ୍ଡ୍ରକଜାତୀୟ ପୁରୁଷ ଔରସରେ ଉତ୍ପନ୍ନ ବର୍ଣ୍ଣସଙ୍କର ଜାତିବିଶେଷ (ପରାଶର ସଂହିତା) — A mixed caste amongst the Hindus