ଚୂନିଆଁ ପଥର Chūniāñ pathara

  • ଦେ. ବି. (ସଂ. ଚୂର୍ଣ୍ଣ+ପ୍ରସ୍ତର) — ଯେଉଁ ପଥରରେ ଚୂନର ଭାଗ ଥାଏ; ଖଡ଼ିଆ ପଥର; ଯେଉଁ ପଥରକୁ ପୋଡ଼ିଲେ ଚୂନ ବାହାରେ — Limestone; chalkstone