ଚୁଚୁକ Chuchuka

  • ସଂ. ବି. (ଚୁଚୁ=ଶିଶୁ ସ୍ତନ୍ଯପାନ କରିବାର ଅନୁକରଣ ଶବ୍ଦ +କୈ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅ) — ସ୍ତ୍ରୀ ସ୍ତନାଗ୍ର; ଦୁଧଭୁଣ୍ଡି — Nipple of female breast
  • ସଂ. ବି. (ଚୁଚୁ=ଶିଶୁ ସ୍ତନ୍ଯପାନ କରିବାର ଅନୁକରଣ ଶବ୍ଦ +କୈ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅ) — ଦାକ୍ଷିଣାତ୍ୟର ଦେଶବିଶେଷ (ହି. ଶବ୍ଦସାଗର) — Name of a country of South India
  • ସଂ. ବି. (ଚୁଚୁ=ଶିଶୁ ସ୍ତନ୍ଯପାନ କରିବାର ଅନୁକରଣ ଶବ୍ଦ +କୈ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅ) — ଚୁଚୁକ ଦେଶବାସୀ ବ୍ଯକ୍ତି (ହି. ଶବ୍ଦସାଗର) — An inhabitant of the Chuchuka country