ଚୁଚୁ କରିବା Chuchu karibā

  • ଦେ. କ୍ରି — ପାଳିତ ପଶୁପକ୍ଷୀ ଆଦିଙ୍କୁ ଗେଲ କରିବା ବା ପାଖକୁ ଡାକିବାପାଇଁ ଜିଭ ଓ ଦାନ୍ତଦ୍ୱାରା ଚୁ ଚୁ ଶବ୍ଦ କରିବା — To make a chirping or coaxing sound with the tongue and lips
  • ଦେ. କ୍ରି — ଅନୁତାପ ବା ଆକ୍ଷେପ ପ୍ରକାଶାର୍ଥ ଜିଭ ଓ ଦାନ୍ତଦ୍ୱାରା ଏକାଧିକ ଥର ଚୁ ଚୁ ଶବ୍ଦ କରିବା — To make a chirping sound in expression of regret or grief