ଚୁଚୁନ୍ଦରା Chuchundarā

  • ଗ୍ରା. ବି. ପୁଂ. (ସଂ. ଛୁଛୁନ୍ଦରୀ) — ଚୁଚୁନ୍ଦ୍ରା (ଦେଖ) — Chuchundrā (See)
  • ଗ୍ରା. ବି. ପୁଂ. (ସଂ. ଛୁଛୁନ୍ଦରୀ) — ଚୁଚୁନ୍ଦରାକୁ ମାଇଲେ ହାତ ଗନ୍ଧାଏ—ଢଗ।